Section A
Q1. ନିମ୍ନୋକ୍ତ ଯେକୌଣସି ଗୋଟିଏ ବିଷୟରେ 600 ଶବ୍ଦ ମଧ୍ୟରେ ଏକ ପ୍ରବନ୍ଧ ଲେଖ : 100 ସୂଜନଶୀଳତାକୁ ସମୂଦ୍ଧ କରୁଥିବା ଶିକ୍ଷାର ଆବଶ୍ୟକତା
(b) ଭାରତରେ ବନ୍ୟଜନ୍ତୁ ସଂରକ୍ଷଣ ସୟନ୍ଧିତ କଠିନତା (ଚାଲେଞ୍ଜେସ୍) କିଶୋର ମାନସିକତା ଭପରେ ଚ଼ଳଚ୍ଚିତ୍ରର ପ୍ରଭାବ
(d) ଭିନ୍ନକ୍ଷମଙ୍କର ସଶକ୍ତୀକରଣ 2. ନିମ୍ନୋକ୍ତ ପରିଚ୍ଛେଦଗୁଡ଼ିକୁ ପାଠକରି ଏହାର ଶେଷରେ ଦିଆଯାଇଥିବା ପ୍ରଶ୍ନଗୁଡ଼ିକର ଉତ୍ତର ପ୍ରଦାନ କର : 12×5 = 60 କେତେ ହଜାର ବର୍ଷ ପୂର୍ବପର୍ଯ୍ୟନ୍ତ ମନୁଷ୍ୟ ପୃଥିବୀ ପୃଷ୍ଠରେ ଜଣେ ଶିକାରୀ ହିଁ ଥିଲା। ନୂତନ ପ୍ରଷର ଯୁଗ ବେଳକୁ ସେ କୃଷି ନିମନ୍ତେ ଏକତ୍ର ବସବାସ ଆରୟ କରିନଥିଲା। ଇତସ୍ତତଃ ବହୁ ଛାନ ଭ୍ରମଣ କରି ଖାଦ୍ୟ ଅନ୍ସେଷଣ ନକରି ସେ ଭୂମି କର୍ଷଣ କରି ଖାଦ୍ୟଦ୍ଦବ୍ୟ ବୃଦ୍ଧି କରିପାରିଲା। କୃଷି ବ୍ୟବସ୍ଥାରେ ସେ ଲଗାତାର ଉନ୍ନତି କରିଚାଲିଛି। ବର୍ତ୍ତମାନ ମଧ୍ୟରେ ସେ ପୂର୍ବ ଅପେକ୍ଷା ଅଧିକ ଭନ୍ନତ ମାନର ଶସ୍ୟ ଭୂମିରୁ ଭପ୍ନ କରିବାରେ ସକ୍ଷମ ହୋଇଛି। କିନ୍ତୁ ସମୁଦ୍ର କ୍ଷେତ୍ରରେ ସେ ତଥାପି ମୋଟାମୋଟି ଶିକାରୀ ଅବସ୍ଥାରେ ହିଁ ଅଛି। ସେ ମାଛ ଓ ଅନ୍ୟାନ୍ୟ ଜଳଜୀବ ଧରୁଛି, କିନ୍ତୁ ସେମାନଙ୍କର ବଂଶ ବୃଦ୍ଧି ଓ ଯୋଗାଣ ବ୍ୟବସ୍ଥାର ଭନ୍ନତି ନିମନ୍ତେ ପ୍ରୟାସ କରୁନାହିଁ। ତେଶୁ ଚ୍ଚଳ(ରେ) ଶିକାରରୁ ସେ ଯଥେଷ୍ଟ ପରିମାଶର ଅତ୍ୟଧିକ ପୃଷ୍ଟିକର ପ୍ରୋଟିନ୍ ପାଇଥାଏ ଓ ଯୋଗାଣ କରିଥାଏ। ଏହା ଭୂମିଜାତ ପ୍ରୋଟିନ୍ ଯୋଗାଶକୁ ବୃଦ୍ଧି କରିବାରେ ସହାୟକ ହୁଏ । କିନ୍ତୁ ବିଶ୍ୱର ଲୋକସଂଖ୍ୟା ବୃଦ୍ଧି କାରଣରୁ ସମୁଦ୍ର ଯେତିକି ପ୍ରୋଟିନ୍ ଯୋଗାଉଛି ଡା’ଠାରୁ ଅଧିକ ପ୍ରୋଟିନ୍ ଦରକାର କରିଥାଏ ମନୁଷ୍ୟ। ସମୁଦ୍ର ଯୋଗାଉଥିବା ପ୍ରୋଟିନ୍ ବହୁତ ବେଶି ମାତ୍ର ଅଫୁରନ୍ତ ନୁହେଁ, ତେଣ୍ଡ ଏହା ସରିଯିବାର ବିପଦ ରହିଛି। ଏଶୁ ମନୁଷ୍ୟକୁ ସମୁଦ୍ର–ଚାଷ ପରି କୌଣସି ଭପାୟ କରି ଯଥେଷ୍ଟ ପରିମାଣରେ ଯୋଗାଣକୁ ଚାଲୁ ରଖିବା ନିମନ୍ତେ ପଦକ୍ଷେପ ନେବାକ ହେବ। ଲଘୁ ସରରେ ପୋଖରୀ ଓ ହ୍ରଦ ଆଦିରେ ଆଗର୍ ସଫଳତାପ୍ରବକ ମାଛଚାଷ କରାଯାଇଛି। ବିଶେଷ ଭାବରେ ଚ୍ଚଳ–ବିଦ୍ୟୁତ ପ୍ରକଳ୍ପ ନିମନ୍ତେ ନିର୍ମିତ ବନ୍ଧ ଯୋଗୁଁ ତିଆରି ହୋଇଥିବା କୃତ୍ରିମ ହ୍ରବରେ ଏହା କରାଯାଇଛି। ମଧୁର ଜଳର ପୋଖରୀ ଜାତ ମାଛ ପ୍ରୋଟିନ୍ ଯୋଗାଣରେ ଆଗରୁ ବୃଦ୍ଧି ଘଟିସାରିଛି। ଏଥିମଧ୍ୟରୁ କେତେକର ବିକାଶ ଗ୍ରାମୀଣ ସଂପ୍ରଦାୟରେ କୃଷି ଅଧିକାରୀଙ୍କ ସାହାଯ୍ୟ ଓ ଡକ୍ସାବଧାନରେ ଘଟିଛି। ଥରେ ଛୋଟ ଛୋଟ ମାଛରେ ପୋଖରୀ ଭର୍ତ୍ତି ହେଇଗଲେ, ମାଛଙ୍କ ବୃଦ୍ଧି ପାଇଁ ସୁଛ ବାଡାବରଣ ଦେବା ଏବଂ ସେମାନଙ୍କୁ ଯଥେଷ୍ଟ ପରିମାଣରେ ଖାଦ୍ୟ ଯୋଗାଇ ଦିଆଯାଉଛି କି ନାହିଁ ଦେଖିବା ଖୁବ୍ ସହଜ। ଅତି କ୍ଷୁଦ୍ର ଜଳଜ ଉଭିଦ ଓ କୀଟ ଯାହା ପ୍ରଚର ପରିମାଣରେ ପାଣିରେ ଭାସୁଥାଏ ତାହା ପ୍ଲାଙ୍କଟନ୍ ଓ ଜଳଜୀବଙ୍କର ମୁଖ୍ୟ ଖାଦ୍ୟ। ଛୋଟ ମାଛ ଏହାକୁ ଖାଇ ବଢ଼ିଥାନ୍ତି ଓ ବଡ଼ମାଛଙ୍କର ଖାଦ୍ୟରେ ପରିଣତ ହୁଅନ୍ତି। ଯେହେତୁ ପ୍ଲାଙ୍କଟନ୍ ନିଜର ବୃଦ୍ଧି ନିମନ୍ତେ ପାଣିରେ ଥିବା କିଛି ନିର୍ଦ୍ଦିଷ୍ଟ ଖଣିଜ ପଦାର୍ଥ ଭପରେ ନିର୍ଭର କରେ, ତେଣୁ ପାଣିରେ ସାରର ମାତ୍ରା ବଢ଼ାଇ ପ୍ଲାଙ୍କଟନ୍ତର ପରିମାଣ ବୃଦ୍ଧି କରାଯାଇପାରେ। ସମୁଦ୍ର ଚାଷ ବାଷ୍ତବରେ କରାଯାଇପାରେ ଓ ଏହା ଲାଭଦାୟକ ହୋଇପାରେ ମାତ୍ର ଏଥି ପ୍ରବର୍ତ୍ତ କେତେକ ସମସ୍ୟାର ସମାଧାନ କରିବାକୁ ପଡ଼ିବ। ଉଦାହରଣ ସ୍ୱରୂପ ସମୁଦ୍ରର ଏକ ଅଂଶକୁ ସାର ପ୍ରୟୋଗ ଦ୍ୱାରା ଉର୍ବର କରିବାର କୌଣସି ମାନେ ହୁଏନାହିଁ, ଯଦି ସମୁଦ୍ରର ସ୍ରୋତ ଏହି ସାରକୁ ମାଇଲ୍ ମାଇଲ୍ ଦୂରକୁ ଅଦରକାରୀ ପାଣି ପର୍ଯ୍ୟନ୍ତ ବୋହିନିଏ। ଯଦି ମାଛଚାଷୀ ଗୋଟିଏ ନିର୍ଦ୍ଦିଷ୍ଟ ଅଂଚୂଳ ମଧ୍ୟରେ ସାରକୁ ସୀମିତ ରଖିପାରେ ତଥାପି ତା’କୁ ତା’ର ସାର ଖାଇ ବଢ଼ିଥିବା ମାଛକୁ ‘ତା’ ଅଂଚ୍ଳ’ ମଧ୍ୟରେ ରଖିବାର ଉପାୟ ଖୋଜିବାକୁ ପଡ଼ିବ। ସେ କରିଥିବା ଖର୍ଚ୍ଚରୁ ଅଧିକତମ ଲାଭ ପାଇବାପାଇଁ ତାକୁ ଏକ ଉପାୟ ଖୋଜିବାକୁ ପଡ଼ିବ ଯାହାଦ୍ୱାରା ସେ ଖୋଇବାକୁ ଚାହୁଁଥିବା ମାଛକୁ ସେହି ଖାଦ୍ୟ ମିଳିପାରିବ। ପାଣିରୁ ଅସଂଖ୍ୟ ଅଖାଦ୍ୟ ଜଳଜୀବକୁ (ଉଇଡ୍) ବାହାର କରିବାକୁ ହେବ ଯାହା ସାମୁଦ୍ରିକ ଖାଦ୍ୟ ସହିତ ତା’ ମାଛକୁ ବି ଖାଇଦିଅନ୍ତି। ନିଃସଦେହରେ ଏ ସମଷ୍ତ ସମସ୍ୟାର ସମାଧାନ ସହଜ ନୁହେଁ। ବିଶେଷତଃ ଆମେ ଯେତେବେଳେ ଜାଶନ୍ତି ସମୁଦ୍ରର ବିଶାଳତା ଯାହା ପୃଥିବୀ ପୃଷ୍ଠର ପ୍ରାୟ ତିନି–ଚ଼ତୁର୍ଥାଂଶ ଘେରିରହିଛି। ପୋଖରୀ ଓ କିଛି ହ୍ରଦ ତୁଳନାରେ ସମୁଦ୍ର ପାଣି ନିରନ୍ତର ସ୍ରୋତ ଯୋଗୁଁ ଗଡିଶୀଳ । ମୋଟାମୋଟି ସମସ୍ୟାଗୁଡ଼ିକର ସମାଧାନ କ୍ରମଶଃ ହେଇଯିବ । ଅଦୂର ଭବିଷ୍ୟତରେ ମନୃଷ୍ୟ ଛୋଟ ଆକାରରେ ଅଗଭୀର ଉପତଟର ଉପାଞ୍ଚଳରେ ମସ୍ୟତାଷ ଆରୟ କରିପାରେ। ତା^\prime ମାଛର ଖାଦ୍ୟକୁ କମାଇ ଦେଉଥିବା ଅଦରକାରୀ ଜଳଜୀବକୁ ବାହାର କରି ଦରକାର ଅନୁଯାୟୀ ସେ ଅଂଚଳରେ ସାର ପ୍ରୟୋଗ କରି ସେ ଗୋଟିଏ କ୍ଷେତ୍ରରେ ଏକ ନର୍ଦ୍ଦିଷ୍ଟ ପ୍ରକାରର ମାଛ ଚାଷ କରିପାରେ । ଶେଷରେ ଥରକୁ ଥର ପୂର୍ଷରୂପରେ ବଢ଼ି ଯାଇଥିବା ମାଛ ଫସଲ ଭତ୍ପାଦନ କରିପାରିବ । SDF-C-ODA/35 \mathbf2