Civil Services Main Exam 2016 Odia Paper (M-ESC-CU-ORY)

Central Government Jobs Other Jobs 2016

  • Year 2016
  • Maximum Marks 300
  • Duration Three Hours Maximum Marks : 300 Question Paper Specific Instructions Please Read Each Of The Following Instructions Carefully Before Attempting Questions All Questions Are To Be Attempted. The Number Of Marks Carried By A Question/part Is Indicated Against It. Answers Must Be Written In Odia (odia Script) Unless Otherwise Directed In The Question. Word Limit In Questions, Wherever Specified, Should Be Adhered To And If Answered In Much Longer Or Shorter Than The Prescribed Length, Marks May Be Deducted. Any Page Or Portion Of The Page Left Blank In The Question-cum-answer Booklet Must Be Clearly Struck Off. ଓଡିଆ (ବାଧ୍ୟତାମୂଳକ) ସମୟ : ତିନିଘ୍ୟା ପୂର୍ଣ୍ଣସଂଖ୍ୟା : 300 ପ୍ରଶ୍ବପତ୍ର ସଂପର୍କତ ନର୍ଦ୍ଦେଶାବଳୀ ଉତ୍ତର ଦେବା ପୂର୍ବରୁ ନିମ୍ନରେ ପ୍ରଦତ୍ତ ପ୍ରତ୍ୟେକଟି ନିର୍ଦ୍ଦେଶକୁ ଯତ୍ନର ସହିତ ପାଠ କର ପ୍ରତ୍ୟେକଟି ପ୍ରଶ୍ନର ଉତ୍ତର ଦେବାକୁ ହେବ। ପ୍ରତ୍ୟେକଟି ପ୍ରଶ୍ମ/ପ୍ରଶ୍ମାଂଶ ନିକଟରେ ଏହାର ନୟର ଦିଆଯାଇଛି। ଉତ୍ତର ଓଡ଼ିଆରେ (ଓଡ଼ିଆ ଲିପି) ବା ପ୍ରଶ୍ନର ନିର୍ଦ୍ଦେଶ ଅନୁସାରେ ହେବା ଆବଶ୍ୟକ। ପ୍ରଶ୍ନରେ ଯେଉଁଠି ଶବ୍ଦ ସଂଖ୍ୟାର ନିର୍ଦ୍ଦେଶ ରହିଛି ତାହା ପାଳନୀୟ। ଯଦି ପ୍ରଶ୍ନରେ ନିର୍ଦ୍ଦେଶିତ ଶବ୍ଦସଂଖ୍ୟାଠାରୁ ଉତ୍ତର ଯଥେଷ୍ଟ ବେଶି ବା କମ୍ ହୁଏ ତେବେ ନୟର କମାଯାଇପାରେ। ପ୍ରଶ୍ମ–ଉତ୍ତର ପୁତ୍ତିକାର କୌଣସି ପୃଷା ବା ପୃଷାର କିଛି ଅଂଶ ଖାଲି ରହୁଥିଲେ ତାକୁ ଗାର ପକେଇ କାଟିଦେବା ଆବଶ୍ୟକ। Ch-eusc-cul-orp/20
  • Languages Odia

Exam Details

Detail Information
Examination Civil Services Main Examination
Year 2016
Paper ODIA (Compulsory)
Duration Three Hours Maximum Marks : 300 Question Paper Specific Instructions Please Read Each Of The Following Instructions Carefully Before Attempting Questions All Questions Are To Be Attempted. The Number Of Marks Carried By A Question/part Is Indicated Against It. Answers Must Be Written In Odia (odia Script) Unless Otherwise Directed In The Question. Word Limit In Questions, Wherever Specified, Should Be Adhered To And If Answered In Much Longer Or Shorter Than The Prescribed Length, Marks May Be Deducted. Any Page Or Portion Of The Page Left Blank In The Question-cum-answer Booklet Must Be Clearly Struck Off. ଓଡିଆ (ବାଧ୍ୟତାମୂଳକ) ସମୟ : ତିନିଘ୍ୟା ପୂର୍ଣ୍ଣସଂଖ୍ୟା : 300 ପ୍ରଶ୍ବପତ୍ର ସଂପର୍କତ ନର୍ଦ୍ଦେଶାବଳୀ ଉତ୍ତର ଦେବା ପୂର୍ବରୁ ନିମ୍ନରେ ପ୍ରଦତ୍ତ ପ୍ରତ୍ୟେକଟି ନିର୍ଦ୍ଦେଶକୁ ଯତ୍ନର ସହିତ ପାଠ କର ପ୍ରତ୍ୟେକଟି ପ୍ରଶ୍ନର ଉତ୍ତର ଦେବାକୁ ହେବ। ପ୍ରତ୍ୟେକଟି ପ୍ରଶ୍ମ/ପ୍ରଶ୍ମାଂଶ ନିକଟରେ ଏହାର ନୟର ଦିଆଯାଇଛି। ଉତ୍ତର ଓଡ଼ିଆରେ (ଓଡ଼ିଆ ଲିପି) ବା ପ୍ରଶ୍ନର ନିର୍ଦ୍ଦେଶ ଅନୁସାରେ ହେବା ଆବଶ୍ୟକ। ପ୍ରଶ୍ନରେ ଯେଉଁଠି ଶବ୍ଦ ସଂଖ୍ୟାର ନିର୍ଦ୍ଦେଶ ରହିଛି ତାହା ପାଳନୀୟ। ଯଦି ପ୍ରଶ୍ନରେ ନିର୍ଦ୍ଦେଶିତ ଶବ୍ଦସଂଖ୍ୟାଠାରୁ ଉତ୍ତର ଯଥେଷ୍ଟ ବେଶି ବା କମ୍ ହୁଏ ତେବେ ନୟର କମାଯାଇପାରେ। ପ୍ରଶ୍ମ–ଉତ୍ତର ପୁତ୍ତିକାର କୌଣସି ପୃଷା ବା ପୃଷାର କିଛି ଅଂଶ ଖାଲି ରହୁଥିଲେ ତାକୁ ଗାର ପକେଇ କାଟିଦେବା ଆବଶ୍ୟକ। Ch-eusc-cul-orp/20
Maximum Marks 300

This SEO JSON consolidates the page 1 exam metadata and the repaired page 2 OCR content for the Odia (Compulsory) paper of the Civil Services Main Examination 2016. Page 1 provides exam identifiers (paper code M-ESC-CU-ORY, Odia language, three-hour duration, 300 marks) and the Odia-only answering requirement. Page 2 presents two questions visible on that page: Q1 is an MCQ requiring a 600-word essay prompt in Odia with four options (a–d) addressing the cultural significance of society, and Q2 is a long descriptive prompt about the status and roles of women across society with nuanced socio-cultural arguments. The JSON includes enriched metadata fields, SEO-oriented titles, and a structured FAQ to aid discoverability.

Major Topics Covered

  • Civil Services Main Examination
  • Odisha
  • Odia language paper
  • M-ESC-CU-ORY
  • Question paper structure
  • Essay writing in Odia
  • Women empowerment
  • Cultural studies
  • Activism and rights
  • Gender equality
  • Sociology in Odisha
  • Education and health in society
  • Legal and moral philosophy
  • National and regional diversity
  • Public administration exam format
  • Main exam instructions
  • OCR repair
  • Two-column MCQ concepts
  • Text extraction and formatting
  • SEO metadata for exams

Why This Paper is Important

  • Useful for Civil Services Main Examination preparation
  • Helps understand the latest exam pattern
  • Useful for practice and self-assessment
  • Covers frequently asked General Studies topics
  • Helpful for analysing question trends

Related Resources

Instructions

  • The number of marks carried by a question/part is indicated against it.
  • Answers must be written in ODIA (Odia script) unless otherwise directed in the question.
  • Word limit in questions, wherever specified, should be adhered to and if answered in much longer or shorter than the prescribed length, marks may be deducted.
  • Any page or portion of the page left blank in the Question-cum-Answer Booklet must be clearly struck off. ଓଡିଆ (ବାଧ୍ୟତାମୂଳକ) ସମୟ : ତିନିଘ୍ୟା ପୂର୍ଣ୍ଣସଂଖ୍ୟା : 300 ପ୍ରଶ୍ବପତ୍ର ସଂପର୍କତ ନର୍ଦ୍ଦେଶାବଳୀ ଉତ୍ତର ଦେବା ପୂର୍ବରୁ ନିମ୍ନରେ ପ୍ରଦତ୍ତ ପ୍ରତ୍ୟେକଟି ନିର୍ଦ୍ଦେଶକୁ ଯତ୍ନର ସହିତ ପାଠ କର ପ୍ରତ୍ୟେକଟି ପ୍ରଶ୍ନର ଉତ୍ତର ଦେବାକୁ ହେବ। ପ୍ରତ୍ୟେକଟି ପ୍ରଶ୍ମ/ପ୍ରଶ୍ମାଂଶ ନିକଟରେ ଏହାର ନୟର ଦିଆଯାଇଛି। ଉତ୍ତର ଓଡ଼ିଆରେ (ଓଡ଼ିଆ ଲିପି) ବା ପ୍ରଶ୍ନର ନିର୍ଦ୍ଦେଶ ଅନୁସାରେ ହେବା ଆବଶ୍ୟକ। ପ୍ରଶ୍ନରେ ଯେଉଁଠି ଶବ୍ଦ ସଂଖ୍ୟାର ନିର୍ଦ୍ଦେଶ ରହିଛି ତାହା ପାଳନୀୟ। ଯଦି ପ୍ରଶ୍ନରେ ନିର୍ଦ୍ଦେଶିତ ଶବ୍ଦସଂଖ୍ୟାଠାରୁ ଉତ୍ତର ଯଥେଷ୍ଟ ବେଶି ବା କମ୍ ହୁଏ ତେବେ ନୟର କମାଯାଇପାରେ। ପ୍ରଶ୍ମ–ଉତ୍ତର ପୁତ୍ତିକାର କୌଣସି ପୃଷା ବା ପୃଷାର କିଛି ଅଂଶ ଖାଲି ରହୁଥିଲେ ତାକୁ ଗାର ପକେଇ କାଟିଦେବା ଆବଶ୍ୟକ। CH-EUSC-CUL-ORP/20

Questions (page 2)

Q1.

(a) AND ALL 1. ନିମ୍ରୋକ୍ତ ଯେକୌଣସି ଗୋଟିଏ ବିଷୟରେ 600 ଶବ୍ଦ ମଧ୍ୟରେ ଏକ ପ୍ରବନ୍ଧ ଲେଖ\, : 100 ସଂସ୍କୃତି କାହିଁକି ମହତ୍ତ୍ୱପୂର୍ଷ ? ‘ସ୍ଥାର୍ଟ ନଗର’ ଏବଂ ‘ଅନ୍ସ୍ମାର୍ଟ ନାଗରିକ’

(b) ନ୍ୟାୟିକ ସକ୍ରିୟତା (Activism) ବନାମ ନ୍ୟାୟିକ ସୀମା ଅତିକ୍ରମ (Overreach)

(c) ୟଲପିଲାଙ୍କ ମଧ୍ୟରେ ଐତିହ୍ୟ–ପ୍ରୀତି ନିମନ୍ତେ ପ୍ରୋହାହନ

(d) ନିମ୍ନ ପରିଚ୍ଛେଦଟି ଭଲଭାବରେ ପାଠ କର। ଏହାକୁ ଭିଭିକରି ଶେଷରେ ଦିଆଯାଇଥିବା ପ୍ରଶ୍ନମାନଙ୍କର ଉତ୍ତର ସ୍ୱଷ୍ଟ, ସଠିକ୍ ଓ ସଂକ୍ଷିପ୍ତ

Q1. (a) AND ALL 1. ନିମ୍ରୋକ୍ତ ଯେକୌଣସି ଗୋଟିଏ ବିଷୟରେ 600 ଶବ୍ଦ ମଧ୍ୟରେ ଏକ ପ୍ରବନ୍ଧ ଲେଖ\, : 100 ସଂସ୍କୃତି କାହିଁକି ମହତ୍ତ୍ୱପୂର୍ଷ ? ‘ସ୍ଥାର୍ଟ ନଗର’ ଏବଂ ‘ଅନ୍ସ୍ମାର୍ଟ ନାଗରିକ’

(a) AND ALL 1. ନିମ୍ରୋକ୍ତ ଯେକୌଣସି ଗୋଟିଏ ବିଷୟରେ 600 ଶବ୍ଦ ମଧ୍ୟରେ ଏକ ପ୍ରବନ୍ଧ ଲେଖ\, : 100 ସଂସ୍କୃତି କାହିଁକି ମହତ୍ତ୍ୱପୂର୍ଷ ? ‘ସ୍ଥାର୍ଟ ନଗର’ ଏବଂ ‘ଅନ୍ସ୍ମାର୍ଟ ନାଗରିକ’

(b) ନ୍ୟାୟିକ ସକ୍ରିୟତା (Activism) ବନାମ ନ୍ୟାୟିକ ସୀମା ଅତିକ୍ରମ (Overreach)

(c) ୟଲପିଲାଙ୍କ ମଧ୍ୟରେ ଐତିହ୍ୟ–ପ୍ରୀତି ନିମନ୍ତେ ପ୍ରୋହାହନ

(d) ନିମ୍ନ ପରିଚ୍ଛେଦଟି ଭଲଭାବରେ ପାଠ କର। ଏହାକୁ ଭିଭିକରି ଶେଷରେ ଦିଆଯାଇଥିବା ପ୍ରଶ୍ନମାନଙ୍କର ଉତ୍ତର ସ୍ୱଷ୍ଟ, ସଠିକ୍ ଓ ସଂକ୍ଷିପ୍ତ

  • (a) AND ALL 1. ନିମ୍ରୋକ୍ତ ଯେକୌଣସି ଗୋଟିଏ ବିଷୟରେ 600 ଶବ୍ଦ ମଧ୍ୟରେ ଏକ ପ୍ରବନ୍ଧ ଲେଖ\, : 100 ସଂସ୍କୃତି କାହିଁକି ମହତ୍ତ୍ୱପୂର୍ଷ ? ‘ସ୍ଥାର୍ଟ ନଗର’ ଏବଂ ‘ଅନ୍ସ୍ମାର୍ଟ ନାଗରିକ’
  • (b) ନ୍ୟାୟିକ ସକ୍ରିୟତା (Activism) ବନାମ ନ୍ୟାୟିକ ସୀମା ଅତିକ୍ରମ (Overreach)
  • (c) ୟଲପିଲାଙ୍କ ମଧ୍ୟରେ ଐତିହ୍ୟ–ପ୍ରୀତି ନିମନ୍ତେ ପ୍ରୋହାହନ
  • (d) ନିମ୍ନ ପରିଚ୍ଛେଦଟି ଭଲଭାବରେ ପାଠ କର। ଏହାକୁ ଭିଭିକରି ଶେଷରେ ଦିଆଯାଇଥିବା ପ୍ରଶ୍ନମାନଙ୍କର ଉତ୍ତର ସ୍ୱଷ୍ଟ, ସଠିକ୍ ଓ ସଂକ୍ଷିପ୍ତ

Q2. 12×5 = 60 ଭାବରେ ଦିଅ : କୁହାଯାଏ ଯେ ନାରୀ ଅର୍ଦ୍ଧେକ ଆକାଶ ବ୍ୟାସ୍ତ। ଆମେ ଏହାକୁ ଟିକେ ସମର୍ଥନ କରି କହିପାରୁ ଯେ ସେମାନେ ଅର୍ଦ୍ଧାଧିକ ଆକାଶ ବ୍ୟାସ୍ତା ମାତ୍ର ବାସ୍ତବରେ ପ୍ରତ୍ୟେକ ଦେଶର, ଇତିହାସର ପ୍ରତ୍ୟେକ ଯୁଗରେ; ପ୍ରତ୍ୟେକ ସଂଷ୍ଟୃତି ଓ ପରଂପରାରେ; ପ୍ରତ୍ୟେକ ଅଞ୍ଚଳରେ; ଧର୍ମ, ଜାତି, ବର୍ଣ୍ଣ, ସଂପ୍ରଦାୟ ଓ ଶ୍ରେଣୀରେ; ଆମର ବିବିଧତାତ୍ପର୍ଣ୍ଣ ଅତୀତ ଓ ବୈଚିତ୍ର୍ୟପୂର୍ଣ୍ଣ ବର୍ତ୍ତମାନରେ ନାରୀଜାତି ପୁରୁଷ ତୁଳନାରେ ସର୍ବଦା ଜୀବନର ସବୁ କ୍ଷେତ୍ରରେ ଅସୁବିଧା ଭୋଗ କରେ। ସେମାନେ ଖାଦ୍ୟ, କର୍ମ, ଶିକ୍ଷା, ସ୍ୱାସ୍ଥ୍ୟର ଯତ୍ନ, ବିକାଶରେ ଭାଗନେବା, ନେତୃତ୍ୱ ନେବା, ବିଚାର କରିବା, ସ୍ୱପୁ ଦେଖିବା ଓ ସ୍ୱପୁକୁ ଭପଲତ୍ତି କରିବାର ସୁଯୋଗ ପ୍ରାସ୍ତିରେ ସାମାଜିକ ବ୍ୟବସ୍ଥାଗତ ବୈଷମ୍ୟର ଶିକାର ହେଇଆସୁଛନ୍ତି। ବାଷବିକ, ଲକ୍ଷାଧିକ ବର୍ଷଧରି ସେମାନେ ପୃଥିବୀର ବୃହତ୍ତମ ସଂଖ୍ୟାଲଘୁ ଗୋଷୀ। ପୁରୁଷପ୍ରଧାନ ସମାଜରେ ନାରୀକୁ ବ୍ୟକ୍ତି ବୃଷ୍ଟରେ ଦେଖାଯାଏ ନାହିଁ। ସେମାନେ ସଂପୂର୍ଣ୍ଣ ନୁହଁଷି ଏବଂ ତାଙ୍କର ଆତ୍ଯସନ୍ନାନ ଓ ସ୍ୱତନ୍ତତା ଅଛି ବୋଲି ମନେ କରାଯାଏ ନାହିଁ। ସେମାନଙ୍କର ସାମାଜିକ ବ୍ୟବସ୍ଥା, ନ୍ୟାୟ ବ୍ୟବହା ଏବଂ ଅନୁଷ୍ପାନଗୁଡ଼ିକରୁ ସମାନ ସକ୍ଷାନ ଓ ଅଧିକାର ପାଇବାର ଯୋଗ୍ୟତା ଅଛି। ଅଥଚ ସେମାନେ ପୁରୁଷମାନଙ୍କର ଏକ ସାମଗ୍ରୀ ଭାବେ ପରିଗଣିତ ହୁଅନ୍ତି। ନାରୀମାନଙ୍କୁ ସାଧାରଣତଃ ନାରୀତୃର ଆବରଣ ତଳେ ତାଙ୍କୁ ସନ୍ତାନସନ୍ତତି ଉତ୍ପନ୍ନ କରିବା, ପରିବାରର ଯତ୍ନ ନେବା ଓ ଶୃଙ୍ଗାର ସମ୍ଭୋଗର ବସ୍ତୁ ତଥା ପରିବାରର ସମ୍ବିର ସାଧାରଣ କାରଣ ରୂପେ ଗ୍ରହଣ କରାଯାଇଛି। ସଂଷ୍ଟତି ଦୃଷ୍ଟିରୁ ସେମାନେ ସମାଜରେ ପୁରୁଷର ସହଯୋଗୀ ର୍ପେ ଗ୍ରହଣୀୟ ହୋଇଥାନ୍ତି। ଯେମିଡିକି କନ୍ୟା, ସ୍ତା ଓ ମାତା। ନଚେତ୍ ସେମାନେ ଅନାବଶ୍ୟକ ଓ ଅଦରକାରୀ ହୋଇପଡ଼ନ୍ତି। ପୁରୁଷ ସହିତ ସମ୍ପର୍କ ବିଚ୍ଛିନ୍ନା ମହିଳା, ‘ଏକାକୀ’ ମହିଳା, ଯେଉଁମାନେ ଏହି ବ୍ୟବସ୍ଥାର ବାହାରେ ଅବସ୍ଥାନ କରନ୍ତି—ସେମାନେ ହେଲେ ବିବାହ ବୟସ ଅତିକ୍ରାନ୍ତ ଅଥଚ ବିବାହ ହୋଇନଥିବା, ବିଧବା କିୟା ଛାଡ଼ପତ୍ର ପାଇ ଅଲଗା ରହୁଥିବା ମହିଳା। ପୁରୁଷର ଅଭିଭାବକତ୍ୱ ବା ସୁରକ୍ଷା, ଯାହା ପାଇଁ ବିଭିନ୍ନଭାବେ ମହିକାର ଜୀବନ ସୁରକ୍ଷିତ ବୋଲି କୁହାଯାଏ—ତା’ର ଅଭାବ ସମାଜ ଚକ୍ଷୁରେ ଏକ ଅଘଟନ। ସେହି ଅଘଟନକୁ ଆହୁରି ତୀବ୍ର ମନେ କରାଯାଏ, ଯେତେବେଳେ ମହିଳା ସ୍ୱେଚ୍ଛାରେ ସେହି ସୁରକ୍ଷାକୁ ଖାରିକ କରେ। ରୋଗବ୍ୟାଧିରେ ବା ଦର୍ଘଟନାରେ ସ୍ୱାମୀର ମୃତ୍ୟୁ ଘଟିଲେ ବି ସମାଜ ଏହାକୁ ଏକ ଅଘଟନ ହିସାବରେ ଦେଖିଥାଏ। ସାଧାରଣତଃ ପୁରୁଷର ସମତ୍ତ କ୍ରୋଧ ସେହି ମହିଳା ଉପରେ ପଡ଼ିଥାଏ, ଯେଉଁ ମହିଳା ପୁରୁଷର ସମୟ ଛତ୍ରଛାୟା ବାହାରେ ଯାଇ ଏକା ବସବାସ କରେ। ବହୁ ବିକାଶଶୀଳ ରାଷ୍ତ୍ରରେ ଶତକଡ଼ା ୬୦ରୁ ୮୦ ଭାଗ ଏବଂ ପୃଥିବୀରେ ଶତକଡ଼ା ୫୦ ଭାଗ ଖାଦ୍ୟ ମହିଳାମାନଙ୍କ ଦ୍ୱାରା ଉତ୍ପନ୍ତ ହେଉଅଛି। ସଂସ୍ଥୃତି ଦୃଷ୍ଟିରୁ ଅଧିକାଂଶ ଘରେ ନାରାମାନେହିଁ ଖାଦ୍ୟ ଯୋଗାଡ଼ କରିଥାନ୍ତି। ଭାରତବର୍ଷରେ ଆମ ସମାଳ ତଥା ଗୃହରେ ପ୍ରଚଳିତ ଅଛି ଯେ, ଜଣେ ମହିଳା ଗୃହରେ ସମତ୍ତଙ୍କ ପରେ ଖାଦ୍ୟ ଖାଇଥାନ୍ତି। ଏପରିକି ଅନେକଙ୍କ ଗୃହରେ କେତେକ ଅସୁବିଧା ଯୋଗୁଁ ସେମାନେ କିଛି ଖାଦ୍ୟ ଖାଇପାରନ୍ତି ନାହିଁ। ଆମ ପରିବାରର ଏହି ବୈଷମ୍ୟମୂଳକ ପରମ୍ପରାରେ ମହିଳାମାନକୁ ଉପଯୁକ୍ତ ପୁଷ୍ଟିକର ଓ ପର୍ଯ୍ୟାସ୍ତ ଖାଦ୍ୟରୁ ବଞ୍ଚିତ କରାଯାଏ। ଏପରିକି, ପର୍ଯ୍ୟାସ୍ତ ଖାଦ୍ୟ ପଦାର୍ଥ ଥିବା ପରିବାର ମଧ୍ୟରେ ମଧ୍ୟ ମହିଳାମାନେ ଉପବାସରେ ରହିଥାନ୍ତି। ସମାଜରେ ଜଣେ ‘ଏକାକୀ’ ମହିଳାଙ୍କ ପାଇଁ ଅନେକ ବାଧାବନ୍ଧନ ସୃଷ୍ଟି କରାଯାଇଛି, ଯାହାକୁ ସେ ଅତିକ୍ରମ କରିବା କଷ୍ସାଧ୍ୟ, ଯଦିଓ ଏକା ହୋଇ ବି ସେମାନେ ନିଜ ନିଜ ଜୀବନରେ ପ୍ରତିଷ୍ଠିତ ହେବାକୁ ସକ୍ଷମ ହୋଇଛନ୍ତି। ସ୍ୱଳ୍ପ ସଂଖ୍ୟକ ରାଷ୍ଟ୍ର ମଧ୍ୟରୁ ଭାରତ ହେଉଛି ଏକ ରାଷ୍ଟ୍ର, ଯେଉଁଠାରେ କି ମହିଳା ଓ କନ୍ୟାମାନେ ପୁରୁଷ ଓ ପୁତ୍ରମାନଙ୍କ ଅପେକ୍ଷା ସଂଖ୍ୟାରେ ଅପେକ୍ଷାକୃତ କମ୍। ବିଗତ ଶତାବ୍ଦୀରେ ମହିଳାମାନଙ୍କର ସଂଖ୍ୟା କମିବାରେ ଲାଗିଛି। ୨୦୦୧ ଜନଗଣନା ଅନୁସାରେ ପ୍ରତି ୧୦୦୦ ପୁରୁଷଙ୍କ ଅନୁପାତରେ ୯୩୩ ଜଣ ମହିଳା ଅଛନ୍ତି। ଯଦି ପୁରୁଷ ଓ ପୁତ୍ରମାନଙ୍କୁ ଦିଆଯାଉଥିବା ସୁବିଧା ସୁଯୋଗ, ପୁଷ୍ଟିକର ଖାଦ୍ୟ ଓ ସ୍ୱାତ୍ସ୍ୟଗତ ଯନ୍ଧ, ମହିଳା ଓ କନ୍ୟାମାନଙ୍କୁ ଦିଆଯାଇପାରନ୍ତା ତେବେ ନିଷ୍ଟିତ ଭାବରେ ପୁରୁଷ ଓ ମହିଳାଙ୍କ ସଂଖ୍ୟା ପ୍ରାୟ ସମାନ ହୋଇପାରନ୍ତା। ସେ କ୍ଷେତ୍ରରେ ୨୦୦୧ ଜନଗଣନା ଅନୁସାରେ ମହିଳା ଓ କନ୍ୟାସଂଖ୍ୟା ୩୫ ମିଲିୟନ କମ୍ ଅଛି।

Question paper preview

Scanned pages 1–2 for reference. Download the official PDF for the full paper.

Page 1
Civil Services Main Exam 2016 Odia Paper (M-ESC-CU-ORY) — page 1 instructions scan PDF download
Page 2
Civil Services Main Exam 2016 Odia Paper (M-ESC-CU-ORY) — page 1 instructions scan PDF download

Free question paper download

Download question paper PDF

  • 5.0 MB
  • 6 pages
  • PDF format

Frequently asked questions

Where can I download the Civil Services Main Examination question paper PDF?

Use the Download PDF button on this page to save the official Civil Services Main Examination (2016) ODIA (Compulsory) paper hosted on QuizCurrent.

Who conducts the Civil Services Main Examination?

The Civil Services Main Examination is conducted by . This portal reproduces the scanned question paper for practice and revision.

Does this page include exam instructions and questions?

Yes. Page 1 instructions and page 2 questions are extracted from the official PDF OCR so you can read them without downloading.

How many questions are on this paper?

Refer to the instructions section on page 1 for the total question count and marking scheme.

← Back to Other Jobs papers