UPSC Civil Services Main Odia Compulsory 2025 Question Paper

Central Government Jobs Other Jobs 2025

  • Year 2025
  • Conducted By Union Public Service Commission
  • Questions 2
  • Maximum Marks 300
  • Duration Three Hours Maximum Marks: 300 ପଶ୍ଚପତ୍ର ସଂପର୍କିତ ନିର୍ଦ୍ଦେଶାବଳୀ ଉଭର ଦେବା ପୂର୍ବରୁ ନିମ୍ମରେ ପ୍ରଦଭ ପ୍ରତ୍ୟେକଟି ନିର୍ଦ୍ଦେଶକୁ ଯତ୍ନର ସହିତ ପାଠ କର : ପ୍ରତ୍ୟେକଟି ପ୍ରଶ୍ନର ଉତ୍ତର ଦେବାକୁ ହେବ । ପ୍ରତ୍ୟେକଟି ପ୍ରଶ୍ମ । ପ୍ରଶ୍ନାଂଶ ନିକଟରେ ଏହାର ନୟର ଦିଆଯାଇଛି । ଉଭର ଓଡ଼ିଆରେ (ଓଡ଼ିଆ ଲିପି) ବା ପ୍ରଶ୍ନର ନିର୍ଦ୍ଦେଶ ଅନୁସାରେ ହେବା ଆବଶ୍ୟକ । ପଶ୍ଚରେ ଯେଉଁଠି ଶବ୍ଦ ସଂଖ୍ୟାର ନିର୍ଦ୍ଦେଶ ରହିଛି ତାହା ପାଳନୀୟ । ଯଦି ପ୍ରଶ୍ନରେ ନିର୍ଦ୍ଦେଶିତ ଶବ୍ଦସଂଖ୍ୟାଠାରୁ ଉତ୍ତର ଯଥେଷ୍ଟ ବେଶି ବା କମ ହୁଏ ତେବେ ନୟର କମାଯାଇପାରେ । ପ୍ରଶ୍ନ-ଉତ୍ତର ପ୍ରତ୍ତିକାର କୌଣସି ପୃଷ୍ଠା ବା ପୃଷ୍ଠାର କିଛି ଅଂଶ ଖାଲି ରହୁଥିଲେ ତାକୁ ଗାର ପକେଇ କାଟିଦେବା ଆବଶ୍ୟକ ।
  • Languages Odia & English

Exam Details

Detail Information
Examination Civil Services (Main)
Year 2025
Conducting Body Union Public Service Commission
Paper Odia (Compulsory)
Subject Odia (Compulsory) Paper
Duration Three Hours Maximum Marks: 300 ପଶ୍ଚପତ୍ର ସଂପର୍କିତ ନିର୍ଦ୍ଦେଶାବଳୀ ଉଭର ଦେବା ପୂର୍ବରୁ ନିମ୍ମରେ ପ୍ରଦଭ ପ୍ରତ୍ୟେକଟି ନିର୍ଦ୍ଦେଶକୁ ଯତ୍ନର ସହିତ ପାଠ କର : ପ୍ରତ୍ୟେକଟି ପ୍ରଶ୍ନର ଉତ୍ତର ଦେବାକୁ ହେବ । ପ୍ରତ୍ୟେକଟି ପ୍ରଶ୍ମ । ପ୍ରଶ୍ନାଂଶ ନିକଟରେ ଏହାର ନୟର ଦିଆଯାଇଛି । ଉଭର ଓଡ଼ିଆରେ (ଓଡ଼ିଆ ଲିପି) ବା ପ୍ରଶ୍ନର ନିର୍ଦ୍ଦେଶ ଅନୁସାରେ ହେବା ଆବଶ୍ୟକ । ପଶ୍ଚରେ ଯେଉଁଠି ଶବ୍ଦ ସଂଖ୍ୟାର ନିର୍ଦ୍ଦେଶ ରହିଛି ତାହା ପାଳନୀୟ । ଯଦି ପ୍ରଶ୍ନରେ ନିର୍ଦ୍ଦେଶିତ ଶବ୍ଦସଂଖ୍ୟାଠାରୁ ଉତ୍ତର ଯଥେଷ୍ଟ ବେଶି ବା କମ ହୁଏ ତେବେ ନୟର କମାଯାଇପାରେ । ପ୍ରଶ୍ନ-ଉତ୍ତର ପ୍ରତ୍ତିକାର କୌଣସି ପୃଷ୍ଠା ବା ପୃଷ୍ଠାର କିଛି ଅଂଶ ଖାଲି ରହୁଥିଲେ ତାକୁ ଗାର ପକେଇ କାଟିଦେବା ଆବଶ୍ୟକ ।
Maximum Marks 300
Number of Questions 2

The UPSC Civil Services Main examination for 2025 includes an Odia (Compulsory) paper. Time allowed is three hours with a maximum of 300 marks. The two objective questions on page 2 are Q1, a 600-word essay on topics related to Indian Knowledge Traditions, World War II relevance, digital economy, and societal issues, and Q2 a descriptive prompt on biodiversity, ecological systems, and conservation, highlighting current global biodiversity crises and the impact on ecosystems. This page repair aligns the OCR into corrected questions and contextual SEO metadata. The content covers exam format, Odia language instruction, and topic themes for the forthcoming exam.

Major Topics Covered

  • Odia language
  • UPSC
  • Civil Services Main
  • Odia Compulsory Paper
  • Essay Writing in Odia
  • Biodiversity
  • Environmental Science
  • Conservation
  • Ecology
  • World War II
  • Digital Economy
  • Education in India
  • Knowledge Traditions
  • Sustainable Development
  • Climate Change
  • Ecosystems
  • Wildlife
  • Habitat Loss
  • Biological Diversity
  • Biodiversity Crisis

Why This Paper is Important

  • Useful for Civil Services (Main) preparation
  • Helps understand the latest exam pattern
  • Useful for practice and self-assessment
  • Covers frequently asked General Studies topics
  • Helpful for analysing question trends

Related Resources

Instructions

  • The number of marks carried by a question is indicated against it.
  • Answers must be written in ODIA (Odia script) unless otherwise directed in the question.
  • Word limit in questions, wherever specified, should be adhered to and if answered in much longer or shorter than the prescribed length, marks may be deducted.
  • Any page or portion of the page left blank in the Question-cum-Answer (QCA) Booklet must be clearly struck off.

Questions (page 2)

Q1. (a) ନିମ୍ମଲିଖିତ ଯେ କୌଣସି ଗୋଟିଏ ବିଷୟରେ 600 ଶବ୍ଦ ମଧ୍ୟରେ ଏକ ପ୍ରବନ୍ଧ ଲେଖ : 100 ଭାରତୀୟ ଜ୍ଞାନ ପରଂପରାର ପ୍ରାସଙ୍ଗିକତା ଏକ ବିଶ୍ୱଯୁଦ୍ଧର ଆସନ୍ନ ଆତଙ୍କ

(a) ନିମ୍ମଲିଖିତ ଯେ କୌଣସି ଗୋଟିଏ ବିଷୟରେ 600 ଶବ୍ଦ ମଧ୍ୟରେ ଏକ ପ୍ରବନ୍ଧ ଲେଖ : 100 ଭାରତୀୟ ଜ୍ଞାନ ପରଂପରାର ପ୍ରାସଙ୍ଗିକତା ଏକ ବିଶ୍ୱଯୁଦ୍ଧର ଆସନ୍ନ ଆତଙ୍କ

(b) ଡିଜିଟାଲ୍ ଅର୍ଥପ୍ରଦାନର ଉପାଦେୟତା

(c) କ୍ରୀଡ଼ାଜଗତରେ ଭାରତୀୟ ମହିଳାଙ୍କର ଅଂଶଗ୍ରହଣରେ ବୃଦ୍ଧି

(d) ନିମ୍ମଲିଖିତ ପରିଛେଦଟିକୁ ଧ୍ୟାନପୂର୍ବକ ପାଠକରି ଏହାର ଆଧାରରେ

  • (a) ନିମ୍ମଲିଖିତ ଯେ କୌଣସି ଗୋଟିଏ ବିଷୟରେ 600 ଶବ୍ଦ ମଧ୍ୟରେ ଏକ ପ୍ରବନ୍ଧ ଲେଖ : 100 ଭାରତୀୟ ଜ୍ଞାନ ପରଂପରାର ପ୍ରାସଙ୍ଗିକତା ଏକ ବିଶ୍ୱଯୁଦ୍ଧର ଆସନ୍ନ ଆତଙ୍କ
  • (b) ଡିଜିଟାଲ୍ ଅର୍ଥପ୍ରଦାନର ଉପାଦେୟତା
  • (c) କ୍ରୀଡ଼ାଜଗତରେ ଭାରତୀୟ ମହିଳାଙ୍କର ଅଂଶଗ୍ରହଣରେ ବୃଦ୍ଧି
  • (d) ନିମ୍ମଲିଖିତ ପରିଛେଦଟିକୁ ଧ୍ୟାନପୂର୍ବକ ପାଠକରି ଏହାର ଆଧାରରେ

Q2. 66ଳ ବିଆଯାଇଥିବା ପ୍ରଶ୍ନଗୁଡ଼ିକର ସ୍ପଷ୍ଟ, ଠିକ ଓ ସଂକ୍ଷିସ୍ତ ଉତ୍ତର ଦିଅ : 12x5 = 60 ଜୈବ ବିବିଧତା ହଁ ଜୀବିତ ପ୍ରଜାତିଙ୍କର ବିବିଧତା, ଯେଉଁଥିରେ ତାଂକର ବଂଶଗତ ବା ଜେନେଟିକ ବିବିଧତା ଏବଂ ତାଙ୍କ ସ୍ୱରା ନିର୍ମିତ ସାମୂହିକ ଜୈବ-ପାରିବେଶିକ (ଈକୋସିଷ୍ଟମ୍) ବ୍ୟବସ୍ଥା ସଂଯୁକ୍ତ । ସଂପ୍ରତି ଏହି ବିବିଧତାପୂର୍ଣ୍ଣ ଜୀବନ ଗୁରୁତର ସଂକଟର ସମ୍ମୁଖୀନ ହେଉଛି । ବିଜ୍ଞାନିକମାନଙ୍କର ଚିନ୍ତାର ବିଷୟ ଏହି ସମ୍ପ୍ରତି ବିଷୁବ ମଣ୍ଡଳୀୟ ଜଙ୍ଗଲ ହାନି ଏବଂ ବିଶୃଙ୍ଖଳା ଯେଉଁ ହାରରେ ଘଟୁଛି, ଆଗାମୀ ୨୫ bର୍ଷ ମଧ୍ୟରେ ପ୍ରତି ଦଶଦ୍ଧିରେ ମୋଟାମୋଟି ସମଗ୍ର ବିଷୁବ ମଣ୍ଡଳୀୟ ବନ୍ୟ ପ୍ରଜାତିର ଶତକଡ଼ା ୫ ରୁ ୧୦ ଭାଗ ଲୁସ୍ତ ହୋଇଯିବ ।

Question paper preview

Scanned pages 1–2 for reference. Download the official PDF for the full paper.

Page 1
UPSC Civil Services Main Odia Compulsory 2025 Question Paper — page 1 instructions scan PDF download
Page 2
UPSC Civil Services Main Odia Compulsory 2025 Question Paper — page 1 instructions scan PDF download

Free question paper download

Download question paper PDF

  • 3.5 MB
  • 8 pages
  • PDF format

Frequently asked questions

What is the exam name and year?

Civil Services (Main) Exam, 2025 (OdIA Compulsory Paper).

What is the language of the Odia paper?

Odia (Odisha) with English translation available.

What is the maximum marks and duration?

Maximum marks: 300; Time allowed: three hours.

Which body conducts the exam?

Union Public Service Commission (UPSC).

What is the paper code?

SLPM-C-OD+Examination-2025.

How many questions are in the page 2 OCR repair?

Two questions: Q1 and Q2.

← Back to Other Jobs papers