Section A
Q1. ଓଡ଼ିଆ ଭାଷାରେ ଦ୍ରାବିଡ଼ ପ୍ରଭାବ
(a) ଓଡ଼ିଆ ଭାଷାରେ ଶୁଦ୍ଧ ସ୍ୱରଧୁନି
(b) ଓଡ଼ିଆ ଡୃତୀୟ ବିଭକ୍ତିର ପ୍ରତ୍ୟୟ
(c) ଓଡ଼ିଆ ଯୌଗିକ ବାକ୍ୟର ଗଠନ ବିଧି
(d) ଓଡ଼ିଆ ଭାଷାରେ ସୁଭାଷଣ
(e) ନିମ୍ନଲିଖିତ ବିଷୟଗୁଡ଼ିକ ସଂପର୍କରେ ଉତ୍ତର ଦିଅ : 2. ଚର୍ଯ୍ୟାଗୀତିକାରେ ଓଡ଼ିଆ ଭାଷାର ସ୍ୱରୂପ
(a) ଓଡ଼ିଆ ଭାଷାରେ ଧ୍ୱନି ପରିବର୍ତ୍ତନର ସ୍ୱରୂପ
(b) ଓଡ଼ିଆ ଚକିତ ପ୍ରକରଣର ମୁକ୍ତରୂପିମ୍, ବଦ୍ଧ ରୂପିମ୍
(c) ନିମ୍ନଲିଖିତ ବିଷୟଗୁଡ଼ିକ ସଂପର୍କରେ ଉତ୍ତର ଦିଅ : 3. ଓଡ଼ିଆ ବିଭକ୍ତି ଓ କାରକର ସୟକ ନିରୂପଣ
(a) ଓଡ଼ିଆ ଭାଷାରେ ବୈଦେଶିକ ଭାଷାର ପ୍ରଭାବ ଓ ସ୍ୱରୂପ
(b) ଓଡ଼ିଆ ଭାଷାରେ ବ୍ୟବହୃତ ବ୍ୟଂଜନ ଧ୍ୱନିର ବର୍ଗାକରଣ
(c) ନିମ୍ନଲିଖିତ ବିଷୟରେ ଉତ୍ତର ଦିଅ : 4. ଓଡ଼ିଆ ଭାଷାର ଭପଭାଷା ଓ ଆଂଚଳିକ ବୈଷମ୍ୟ
(a) ଓଡ଼ିଆ ଭାଷାର ବନାନ ବିଭ୍ରାଟ ଓ ବ୍ୟାକରଣଗତ ଅଶୁଦ୍ଧିର ସ୍ୱରୂପ
(b) \, ଓଡ଼ିଆ ଭାଷାରେ ବର୍ତ୍ତମାନ କାଳର କ୍ରିୟା ବିଭକ୍ତିର ସ୍ୱରୂପ
(c) CIL & OQ A 22 \boldsymbol2