Section A
Q1. ସମୀଭବନର ସଂଜ୍ଞା ନିରୂପଣ କରି ବିଭିନ୍ନ ପ୍ରକାର ସମୀଭବନର ଉଦାହରଣ ଦିଅ । 10 1.
(a) ଧୁନ୍ୟାତ୍ମକ ଶବ୍ଦର ଅର୍ଥଦୁଷ୍ଟିରୁ କିପରି ବିଭାଗୀକରଣ କରାଯାଇଥାଏ ? 10 1.
(b) ‘ପ୍ରତ୍ୟକ୍ଷ ଭକ୍ତି’ ଓ ‘ପରୋକ୍ଷ ଭକ୍ତି’ର ପ୍ରଭେଦ ଦର୍ଶାଅ । 10 1.
(c) ବ୍ୟୁତ୍ପତ୍ତିଗତ ଅର୍ଥ କହିଲେ କ’ଶ ବୁଝାଏ ? 10 1.
(d) ସନ୍ଧିଗତ ଓ ସମାସଗତ ଅଶୁଦ୍ଧିର ଭଦାହରଣ ପ୍ରଦାନ କର । 10 1.
(e) ନିମ୍ନଲିଖୁତ ପ୍ରଶ୍ନର ଉତ୍ତର ଦିଅ : 2. ଷୋଡ଼ଶ ଶତାବ୍ଦୀ ଓଡ଼ିଆ ଭାଷାର ବୈଶିଷ୍ଟ୍ୟ ଦର୍ଶାଅ । 20 2.
(a) କାରକ କ’ଣ ? ବିଭିନ୍ନ ପ୍ରକାର କାରକର ପ୍ରୟୋଗବିଧି ଉପରେ ଆଲୋକପାତ କର । 2.
(b) ଓଡ଼ିଆ ଭାଷାରେ ବିଭିନ୍ନ ବିଦେଶୀ ଭାଷାର ବ୍ୟବହୁତ ଶବ୍ଦ ସଂପର୍କରେ ଆଲୋଚ଼ନା କର । 15 2.
(c) ନିମ୍ନଲିଖିତ ପ୍ରଶ୍ନର ଉତ୍ତର ପ୍ରଦାନ କର : 3. ଉତ୍ତରାଞ୍ଚଳୀୟ ଓଡ଼ିଆ ଭାଷାର ଭାଷାତାତ୍ତ୍ୱିକ ଆଲୋଚନା କର । 20 3.
(a) ଓଡ଼ିଆ ସ୍ୱରଧୁନିର ଧୁନ୍ୟାତ୍ମକ ବୈଶିଷ୍ଟ୍ୟ ପ୍ରତିପାଦନ କର । 3.
(b) ଆଧୁନିକ ଭାରତୀୟ-ଆର୍ଯ୍ୟଭାଷାରେ ଓଡ଼ିଆ ଭାଷାର ସ୍ଥାନ ନିରୂପଣ କର । 15 3.
(c) ନିମ୍ନ ପ୍ରଦର ପ୍ରଶ୍ନ ଉପରେ ଆଲୋଚ଼ନା କର : 4. 20 ଶବ୍ଦରୟନ ଓ ବାକ୍ୟଗଠନ ବିଧୂରେ ଓଡ଼ିଆ ଭାଷା ଉପରେ ଇଂରାଜୀ ଭାଷାର ପ୍ରଭାବ । 4.
(a) ‘ଯୋଗାମୂକ’ ଓ ‘ଅଯୋଗାମୂକ’ ବାକ୍ୟ ମଧ୍ୟରେ ପାର୍ଥକ୍ୟ । 15 4.
(b) ଓଡ଼ିଆ ଭାଷା ସହିତ ଭଦ୍ରୀ ଭାଷାର ତୁଳନାତ୍ମକ ଅଧ୍ୟୟନ । 4.
(c) ବିଭାଗ .B’ SECTION 'B' ନିମ୍ନ ପ୍ରଦର ପ୍ରତ୍ୟେକ ପ୍ରଶ୍ନର ଉତ୍ତର 150 ଶବ୍ଦ ମଧ୍ୟରେ ଦିଅ : 10 × 5 = 50 5. ମାବଳାପାଞ୍ଜିର ଐତିହାସିକ ମୂଲ୍ୟ 10 5.
(a) ଅନ୍ୟୁତାନନ୍ଦଙ୍କ ମାଳିକାରେ ସାମାଜିକ ମୂଲ୍ୟବୋଧ 10 5.
(b) ଚମ୍ପୂର ରଚନାଶୈଳୀ 5.
(c) ସତ୍ୟବାଦୀ ସାହିତ୍ୟରେ ଉତୁଳୀୟତା 5.
(d) ବ୍ରାହ୍ମଧର୍ମର ସାମାଜିକ ପ୍ରେକ୍ଷାପଟ୍ଟ 5.
(e) ନିମ୍ନ ପ୍ରଶ୍ନଗୁଡ଼ିକର ଉତ୍ତର ପ୍ରଦାନ କର : 6. 20 ସାଂପ୍ରତିକ କୀବନରେ ଓଡ଼ିଆ ଭାଗବତର ମହତ୍ତ୍ୱ ଭଲ୍ଲେଖ କର । । 6.
(a) ଓଡ଼ିଆ ଉପନ୍ୟାସରେ ମନସ୍ତାତ୍ତ୍ୱିକ ଚିନ୍ତାଧାରାର ପ୍ରୟୋଗ ଉପରେ ଆଲୋଚୂନା କର । 15 6.
(b) ଚଭତିଶାର ଗଠନଗତ ବୈଚିତ୍ର୍ୟ ଦର୍ଶାଅ । 15 6.
(c) ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ପ୍ରଦାନ କର : 7. ଆଧୁନିକ ଓଡ଼ିଆ କ୍ଷୁଦ୍ରଗଳ୍ପରେ ବିଭିନ୍ନ ସମସ୍ୟା କିପରି ରୂପାୟିତ, ଆଲୋଚୂନା କର । 20 7.
(a) ପଞ୍ଚସଖା ସାହିତ୍ୟରୁ ପିଷ୍ଟ୍ରବ୍ଲହ୍ମାଷ ତତ୍ତ୍ୱର ମହତ୍ତ୍ୱ ଉଲ୍ଲେଖ କର । 15 7.
(b) ଆଧୁନିକ ଓଡ଼ିଆ ସାହିତ୍ୟର ବିକାଶରେ ନବଜାଗରଣର ଭୂମିକା ଉପରେ ଆଲୋକପାତ କର । 15 7.
(c) ନିମ୍ନ ପ୍ରଶ୍ନଗୁଡ଼ିକର ଭତ୍ତର ଦିଅ : 8. 20 ମଧ୍ୟଯୁଗୀୟ ଓଡ଼ିଆ ଗୀତିକବିତାର ରୂପବୈଚିତ୍ର୍ୟ ଉପରେ ଆଲୋକପାତ କର । 8.
(a) ଓଡ଼ିଆ ରମ୍ୟରଚନାର ବୈଶିଷ୍ଟ୍ୟ ବିଚାର କର । 15 8
(b) ଓଡ଼ିଆ ପଦାବଳୀ ସାହିତ୍ୟର ସାଙ୍ଗୀତିକ ମୂଲ୍ୟ ସଂପର୍କରେ ଆଲୋଚ୍ନନା କର । 15 8.
(c) \mathbf2 URC-U-ODA