Section A
Q1. ନିମ୍ନପ୍ରଦର ପ୍ରଶ୍ମମାନଙ୍କର ଭକ୍ତର ଲେଖା ପ୍ରତ୍ୟେକ ଉତ୍ତର 150 ଶବ୍ଦ ମଧ୍ୟରେ ଲେଖିବାଳ ହେବ : 10×5 = 50 ‘‘ନୀତି ଓ ନିୟମ ପୁଶାସନ ଲାଗି ଏକାନ୍ତ ଦରକାର।’’ ‘ଶାନ୍ତିପର୍ବ’ ଅବଲୟନରେ ବିଶ୍ରେଷଣ କରା।
(a) ‘‘ଭାଗବତର ପ୍ରତିଟି ପଦ ଓଡ଼ିଆଙ୍କ ଜନଜୀବନ ବେଦୀରେ ଅପ୍ରିତାର ମହାମନ୍ତ।’’ ବ୍ୟାଖ୍ୟା କର।
(b) ଓଭିଡ଼କ ଆପୋଲେ। ଓ ଡାଫନୀର କାହାଣୀର ଆଧାରରେ ‘ଡହ୍ରଭାଗା’ର କଥାବକ୍ତ ପରିକଳ୍ପିତ । ସତ୍ୟତା ପ୍ରମାଣ କର । |c| ଇଷ୍ଟଦେବ ଷ୍ମୃତି, ବିଷୟ ବର୍ଷନା, ଖଳନିନ୍ଦା ଓ ସାଧୁମାନଙ୍କର ପ୍ରଶକ୍ତି। ‘ଲାବଣ୍ୟବତୀ’ର ପଠିତାଂଶ ଅବଲୟନରେ ଆଲୋଚନା
(d) କରା ୍ୟକୀବନ ତିତା’ କବିତା ଅବଲୟନରେ କବିଙ୍କର ଆଧ୍ୟାତ୍ମିକ ଡେଡନାର ପ୍ରତିଫଳନ ଉପରେ ଆଲୋକପାତ କର ।
(e) ନିମ୍ନୁଲିଖିତ ପ୍ରଶ୍ରୁଗୁଡ଼ିକର ଇଇର ଲେଖ : 2. ‘‘ସାରକା ମହାଭାରତ ଏକ ମୌକିକ ଗୁଛ।’’ ‘ଶାନ୍ତିପର୍ବ’ ଅବଲୟନରେ ଆଲୋଚନା କର ।
(a) ପଟାଡରହୀନ ପଦଲାକିତ୍ୟ ହେଇଛି ରସକଲ୍ଲୋକ କାବ୍ୟ-ସୌଷବର ଅନନ୍ୟ ବୈଶିଷ୍ୟ । ବିଚାର କର । ſЫ 'ଜୀବନ ଚିତା' କବି ମାୟାଧର ମାନସିଂହଙ୍କ ଜୀବନବୋଧର ପ୍ରତିଲିପି । ପ୍ରତିପାଦନ କର । 15 \c\ 3. ନିମ୍ନଲିୱିତ ପ୍ରଶ୍ରୁଗୁଡ଼ିକର ଉତ୍ତର ଲେଖା ନିଖୁଣ କାବ୍ୟ-କୌଶକ ଏବଂ କଥାବୟୁର ପରିପୂର୍ଣ୍ଣ ଉପକ୍ଷାପନା ଦୃଷ୍ଟିରୁ ‘ଉସକଲ୍ଲୋକ’ ଏକ ଅନବଦ୍ୟ ସୃଷ୍ଟି । ବିଶ୍ଳେଷଣ କର ।
(a) ଭାବଶ୍ୟବତୀର ପୂର୍ବଜନ୍ମବୃଦ୍ଧାନ୍ତ ସମ୍ପର୍କରେ ଆଲୋଚନା କର ।
(b) ପ୍ରଯୋଗବାଦୀ କାବ୍ୟଧାରାର ଶିଳ୍ପଚାତୁର୍ଯ୍ୟ ସମ୍ପନିତ ବୌଦ୍ଧିକ ସୃଷ୍ଟି ‘କବିତା ୧୯୬୨’। ସମୀକ୍ଷା କର । |c| 15 4. ନିମ୍ନଲିଖିତ ପ୍ରଶ୍ରସ୍ୱତିକର ଭଭର ଲେଖି: ‘‘ରମାକାନ୍ତ ରଥଙ୍କ ‘ସପ୍ତମ ଉତ୍)’ ମରଶୋଇର ଏକ ଅଜଣା ଅମଡ଼ାବାଟର ସକ୍ଷାନ ପଥରେ।’’ ବିଚାର କର ।
(a) 'ଚସ୍ତଭାଗା' ଅବଲନରେ କବି ରାଧାନାଥଙ୍କର ପ୍ରକୃତି ପ୍ରାଣତାର ପରିଚୟ ପ୍ରଦାନ କର ।
(c) ‘‘ଗୁରୁ ହିଁ ଜୀବନର ମାର୍ଗଦର୍ଶକ।’’ ‘ଯତୁ ଅବଧିତ ସଂବାଦ’ ଅବଲୟନରେ ତାତ୍ପର୍ଯ୍ୟ ବିଚାର କର । E63-0-00A/23 \overline{\mathbf2}