Section A
Q1. ନିମ୍ରୋକ୍ତ ଯେକୌଣସି ଗୋଟିଏ ବିଷୟରେ 600 ଶବ୍ଦ ମଧ୍ୟରେ ଏକ ପ୍ରବହ ଲେଖ : 100 ଗଣବନ୍ତରେ ନ୍ୟାୟପାଳିକାର ଭୂମିକା
(b) ପରିବେଶ ଓ ଆମ୍ବନିର୍ଭରଶୀକତା ବିଶ୍ୱଗ୍ରାମରେ ଭାଷାର ଭୂମିକା: c) ଭାରତୀୟ ଅର୍ଥବ୍ୟବସ୍ଥା ଏବଂ ଏହାର ଆହ୍ଲାନ
(d) 2. ନିମ୍ବୋକ୍ତ ପରିଚ୍ଛେଦଗୁଡ଼ିକୁ ପାଠକରି ଏହାର ଶେଷରେ ଦିଆଯାଇଥିବା ପ୍ରଶ୍ନଗୁଡ଼ିକର ଭଲର ପ୍ରଦାନ କର : 12 × 5 = 60 ସମଗ୍ର ପୃଥିବୀବାସୀ ଗାଖିଡୀଙ୍କ ପ୍ରତି ଆକର୍ଷିତ ହେବାର କାରଣ ସେ ପଶ୍ଚବଳ ପରିବର୍ତ୍ତେ ଆତ୍ମବଳର ପ୍ରସାର କରୁଥିଲେ, ତୋପ ଓ ମେସିନଗଡ଼ର ସାମ୍ନା କରିବାକୁ ସେ ଅହିଂସାର ସାହାଯ୍ୟ ନେଉଥିଲେ । କିନ୍ତୁ ଗୁରୁତ୍ୱର ସହିତ ତିତା କରିବାର କଥା ଯେ, କାହିଁକି ସେ ଅହିଂସାର ସାହାଯ୍ୟ ନେଇଥିଲେ ? କାରଣ ହିଂସ। ବଳରେ ବ୍ରିଟିଶ ଶାସକଙ୍କ କବଳରୁ ଭାରତକୁ ପରାଧୀନତାରୁ ମୁକ୍ତ କରିବା ତାଙ୍କ ପକ୍ଷରେ ସନ୍ତବ ନଥିଲା ଏବଂ ମାନବ ଭିତରେ ପଶ୍ଚୁବଳ ଥିବା ପର୍ଯ୍ୟନ୍ତ ଡାକୁ ମାନବର ଅଧିକାର ଦିଆଯାଇପାରିବ ନାହିଁ—ଏହି ବାର୍ତ୍ତା ସେ ସମାଜକୁ ଦେବାକୁ ତାହୁଁଥିଲେ । ପ୍ରଥମ କଥା, ଦୁର୍ବଳ ଓ ନିଃସହାୟ ବ୍ୟକ୍ତିର ଅଷ୍ମ ହେଉଛି ଅହିଂସା, ଯାହାର ଅର୍ଥ ହେଉଛି ଡୋପର ଅଭାବ ହେତୁ ଅନକୁ ଅହିଂସା ପଥ ଗ୍ରହଣ କରିବାକୁ ପଢ଼ିବା କିନ୍ତୁ ମାନବର ବିକାଶ କ୍ଷେତ୍ରରେ ଅହିଂସା ହେଉଛି ମୂଳ ଭହୀ ଏହା ମାନବକୁ ଶୁଦ୍ଧ ହେବାରେ ସାହାଯ୍ୟ କରିଥାଏ । ଏହା ସତ୍ୟ ଯେ, ଭାରତୀୟମାନେ ଗାହିଳୀଙ୍କ ନେତୃତ୍ୱରେ ଅହିଂସାକୁ ଏକମାତ୍ର ଅସ୍ଥ ଭାବରେ ବ୍ୟବହାର କରି ବ୍ରିଟିଶ ଶାସନ ବିରୋଧରେ ଲଢ଼େଇ କରୁଥିଲେ। ଏପରି କରିବାର କାରଣ ହେଲା, ସେତେବେଳେ ବ୍ରିଟିଶ ଶାସକକ୍ରୁ ସାମ୍ନା କରିବାକ୍ରୁ ଆମ ନିକଟରେ ହିଂସା ମାର୍ଗରେ ଅସ୍ତ୍ର ଧରିବାର ପର୍ଯ୍ୟାସ୍ତ୍ର ସୁବିଧା ନଥିଲା । କିନ୍ତୁ ଗାହିତୀ ଏହି ବିତାରଧାରାକୁ ଗ୍ରହଣ କରିପାରୁ ନଥିଲେ । ବରଂ ଅହିଂସା ବବକରେ ହିଂସା ମାର୍ଗରେ ଭାରତକୁ ସ୍ୱାଧୀନ କରିବାର ସେ ପକ୍ଷପାଡୀ ନଥିଲେ । ତାଙ୍କ ସଲ୍ପଖରେ ଭାରତର ସ୍ୱାଧୀନତା ପ୍ରାସ୍ତି ହିଁ ବଡ଼ ଲକ୍ଷ୍ୟ ଥିଲା । ଗାହିଜୀ ଭାବୁଥିଲେ, ମାନବ ବିଶ୍ୱାସ କରିବା ଲଚିଡ୍ ୟେ, ସେ ଯେଇଁ ଇନ୍ଧ୍ୟରେ ପହଞ୍ଚିବା ପାଇଁ ପ୍ରୟାସୀ ତାହା କ୍ରର ଅଷ୍ଟ ଦ୍ୱାରା ସନ୍ତବ ନୁହେଁ, ବରଂ ମାନବିକ ମୁଲ୍ୟବୋଧ ଦ୍ୱାରା ସନ୍ତବା କେବଳ ଦେଶବାସୀଙ୍କର କଷ୍ଟ ଉପଶମ କରିବା ତୁହେଁ, ବରଂ ସେମାନଙ୍କ ମଧ୍ୟରେ ରହିଥିବା ପାଶବିକ ପ୍ରବୃତ୍ତିକୁ ବିରୋଧ କରିବା ଗାହିଜୀଙ୍କର ମୂଳ ଇକ୍ଷ୍ୟ ଓ ଉଦ୍ଦେଶ୍ୟ ଥିଲା । ଘୃଣା, କ୍ରୋଧ ଓ ବିତାରହୀନତା—ଏସବୁ ପଶ୍ଚମଧ୍ୟରେ ବେଖାଯାଏ । ଏସବୁ ଭାବକୁ ସେମାନେ ପ୍ରତିପକ୍ଷକୁ ପ୍ରଦର୍ଶନ କରନ୍ତି । କିନ୍ତୁ ମାନବ ପଶୁଠାରୁ ଭିଲ୍ଲା ତେଶୁ ସେ ତାହାର ଉଦ୍ଦୀପନା ଓ ଭରେଜିତ ଭାବକୁ ନିୟନ୍ତଣ କରିବା ସହିତ ତା’ ନିକଟରେ ଭପଲବ୍ଧ ସୟକ ବିନିଯୋଗରେ ଦୈନଦିନ ସମସ୍ୟାର ସମାଧାନ କରିବା ଇତିତ୍ୱ; ଯାହା ପଶ୍ଚୁଙ୍କ ନିକଟରେ ନଥାଏ। ବର୍ତ୍ତମାନ ମନରେ ପ୍ରଶ୍ରୁ ଉଠେ, ଭାବିଜୀ କାହିଁକି ଏପରି ନିଷତ୍ତି ନେଲେ ଓ କୌଣସି ବେଶରେ ଅହିଂସା ଅଷର ବ୍ୟବହାର ପୂର୍ବରୁ ରାଉତବର୍ଷରେ ଏହାର ଆରମ୍ଭ କଲେ ? ଲୋକଙ୍କ ମନରେ ଏହି ଭାବନା ଆସିଲା ଯେ, ଏହା ଅପ୍ରତ୍ୟାଶିତ ଓ ହଠାତ୍ରୀ ଏକଥା ମଧ୍ୟ କୁହାଯାଏ ଯେ, ଅହିଂସା ଓ ଆଇନ ଅମାନ୍ୟ ସଂପର୍କରେ ଧାରଣା ପ୍ରସିଦ୍ଧ ଆମେରିକୀୟ ତିତକ ଥେରୁ ଏବଂ ରକ୍ଷୀୟ ସଙ୍କ ଓ ସାହିତ୍ୟିକ ଚଳଷ୍ଟୟଙ୍କ ମଧ୍ୟରେ ଦେଖା ଦେଇଥିଲା । ଗାହିତୀ ଉଭୟ ଥେରୁ ଓ ଚଲଷ୍ଟୟଙ୍କର ଏହି ଭାବନା ବହିତ ପୂର୍ବରୁ ପରିଚିତ ଥିଲେ । ଭାରତବର୍ଷରେ ଗାହିତୀଙ୍କ ସକ୍ସଖରେ ଅରବିଦ ଆଇନ ଅମାନ୍ୟ ଓ ଅସହଯୋଗ ଆନ୍ଦୋକନ ଭାବନାର ପ୍ରଷାବ ରଖିଥିଲେ। ତଥାପି ଗୋଟିଏ ଗୁଜୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି—କାହିଁକି ଏହାକୁ ପ୍ରଥମେ ଭାରତବର୍ଷରେ ପରୀକ୍ଷା କରାଗଲା ? ଏହାର ଉତ୍ତର ସଷ୍ଟ ଯେ, ଆତ୍ମବଳ ଶାରୀରିକ ବଳ ଅପେକ୍ଷା ଶ୍ରେଷ ଅଟେ ଏବଂ ଏହା ଅନ୍ୟାନ୍ୟ ଦେଶର ଜନସାଧାରଣଙ୍କ ଅପେକ୍ଷା ଭାରତୀୟମାନେ ଭଲଭାବରେ ବୁଝନ୍ତି। ଥେରୁ, ଚଇଷ୍ଟୟ, ଇମରସଡ୍ କିୟା ରୋମାରୋଲାଁଙ୍କ ମଧ୍ୟରେ ଯେତେବେଳେ ଏହି ଭାବନା ଜାଗ୍ରତ ହୁଏ, ସେତେବେଳେ ଭାରତୀୟ ଦର୍ଶନରେ ରହିଥିବା ଆଇନ ଅମାନ୍ୟ ପ୍ରସଙ୍ଗ ମନକ୍ର ଆସିଥାଏ। ସେଇଁମାନେ ଏହି ଭାବନା ସଂପର୍କରେ ଡିକା କରିପାର୍ତ୍ତି, ସେମାନଙ୍କର ଭାରତୀୟ ବର୍ଶନ ସହିତ ସଂପୃକ୍ତି ରହିଛି ବୋଲି ବୁଝିବାକୁ ହେବ । ଭାରତୀୟ ବର୍ଶନ ଓ ଆଇନ ଅମାନ୍ୟ—ଭଭୟ ଥେରୁ ଓ ଟଲଷ୍ଟୟ ଠିକ୍ ଭାବରେ ବୁଝିପାରିଥିଲେ। ଆମେ ଭାରତୀୟ ଦାର୍ଶନିକ ଅରବିଦଙ୍କ ମଧ୍ୟରେ ଏହି ଭାବନା ମଧ୍ୟ ଲକ୍ଷ୍ୟ କରୀ। ପ୍ରଶ୍ରାବଳୀ : ସମଗ୍ର ବିଶ୍ୱ ଗାହିଳୀଙ୍କ ପ୍ରତି କାହିଁକି ଆକର୍ଷିତ ହେଲା ?
(a) ସ୍ୱାଧୀନତା ପ୍ରାସ୍ତି ପାଇଁ ଅହିଂସାକୁ ଗାହିଜୀ କାହିଁକି ମୁଖ୍ୟ ଅଷ୍ଟ ଭାବରେ ବିଚାର କଲେ ?
(b) GOT-PORA 133 \overline{\mathbf2}