Section A
Q1. ମହାଭାରତର ଶାନ୍ତିପର୍ବରେ ଭୀଷ୍ମଙ୍କ ଦ୍ୱାରା ପ୍ରଦତ୍ତ ନୀତିବାକ୍ୟଗୁଡ଼ିକୁ ବିଶ୍ଳେଷଣ କର।
(a) ପିଙ୍ଗଳା ଉପାଖ୍ୟାନର ସାରବରା ପଠିତ କବିତା ଭିତ୍ତିରେ ବିଚାର କର।
(b) ‘‘କଲ୍ଲୋକେ ପଦଲାଳିତ୍ୟମ୍’’ ଉକ୍ତିଟି ରସକଲ୍ଲୋଳ ନିମନ୍ତେ କେଡେ଼ଦର ପ୍ରଯୁଜ୍ୟ, ଆଲୋଚନା କର ।
(c) ‘ଚନ୍ଦ୍ରଭାଗା’ରେ ରାଧାନାଥଙ୍କ ସୌନ୍ଦର୍ଯ୍ୟବୋଧର ପରାକାଷା ନିରୂପଣ କର ।
(d) ସଚ୍ଚି ରାଉଡରାୟଙ୍କ ‘କବିତା ୧୯୬୨’ରେ ଆଧୁନିକ ମଣିଷର ଜୀବନବୋଧର ସ୍ୱରୂପ ନିରୂପଣ କର।
(e) ନିମ୍ନପ୍ରଦତ୍ତ ବିଷୟରେ ଆଲୋଚନା କର : 50 2. କଥାବସ୍ତୁ ସଂଯୋଜନା ଓ ଚରିତ୍ର ଚିତ୍ରଣ କ୍ଷେତ୍ରରେ ସାରଳାଦାସଙ୍କ ବୈଶିଷ୍ୟ ଶାନ୍ତିପର୍ବ ଆଧାରରେ ସମୀକ୍ଷା କର ।
(a) ଓଡ଼ିଆଙ୍କ ଆଧ୍ୟାତ୍ମିକ ତଥା ସାଂଷ୍ଟତିକ ଜୀବନର ବିକାଶରେ ଭାଗବତର ଦାନ ଅତୁଳନୀୟ—ଯଦୁ ଅବଧୂତ ସୟାବ
(b) ଅବଲୟନରେ ପ୍ରମାଣ କର। ଲାବଣ୍ୟବତୀରେ ନଗର ବର୍ଷନାର ବୈଚିତ୍ର୍ୟ ପ୍ରତିପାଦନ କର।
(c) ନିମ୍ନପ୍ରଦତ୍ତ ବିଷୟରେ ଆଲୋଚନା କର : 50 3. ରସକଲ୍ଲୋଳରେ ଦୀନକୃଷଙ୍କ କାବ୍ୟାଦର୍ଶର ସ୍ୱାତନ୍ତ୍ୟ ପଠିତାଂଶ ଦ୍ୱାରା ବିବେଚନା କର।
(a) ପାରମ୍ପରିକ କାବ୍ୟ ରଚନା କ୍ଷେତ୍ରରେ ରାଧାନାଥଙ୍କ ଚନ୍ଦ୍ରଭାଗା ଏକ ଅଭିନବ ପ୍ରୟାସ—ବିଶ୍ଳେଷଣ କର ।
(b) ‘କୀବନ ଚିତା’ ହେଉଛି ମାନସିଂହଙ୍କ ଜୀବନବୋଧର ପ୍ରତିଲିପି—ପ୍ରତିପାଦନ କର।
(c) ନିମ୍ନପ୍ରଦତ୍ତ ବିଷୟରେ ଆଲୋଚନା କର : 50 4. ସଚ୍ଚି ରାଉତରାୟଙ୍କ କବିତାର ଇତିହାସ ହିଁ ସାମ୍ପ୍ରତିକ ଓଡ଼ିଆ କବିତାର ଇତିହାସ—‘କବିତା ୧୯୬୨’ ଅବଲୟନରେ ବିଚାର
(a) କର । ନିଜ ଅଭିମାନକୁ ଭଗବାନଙ୍କ ନିକଟରେ ପ୍ରକାଶ କରିବାରେ ମାନସିଂହଙ୍କ ପ୍ରଚେଷ୍ଟା ସ୍ମରଣୀୟ—‘ଜୀବନ ଚିତା’ ଅବଲୟନରେ
(b) ଆକଳନ କର । ‘ସସ୍ତମ ରତୁ’ର ରସସୌନ୍ଦର୍ଯ୍ୟ ଓ ମୃତ୍ୟୁଚେତନାର ମୂଲ୍ୟାଙ୍କନ କର।
(c) 2 M-EFE-D-ORU/ 44