Section A
Q1. 10× 5 = 50 ଓଡ଼ିଆ ଭାଷାର ବିକାଶରେ ଦ୍ରାବିଡ଼ ଭାଷାର ଭୂମିକା । 1.
(a) ବୈଦେଶିକ ପୂର୍ବ ଓ ପରସର୍ଗ । 1.
(b) 1.
(c) ପ୍ରଯତ୍ନ ଲାଘବଜନିତ ଧୁନି ପରିବର୍ତ୍ତନ । 10 ଓଡ଼ିଆ ବାକ୍ୟଗଠନର ବିବିଧ ରୂପ । 1.
(d) 1.
(e) ଉଭର ଓଡ଼ିଶାର ଓଡ଼ିଆ ଭାଷା । 10 2. ସମୟ ପ୍ରସଙ୍ଗ ଆଲୋଚ଼ନା କର : 50 ଓଡ଼ିଆ ଭାଷାର ଶବ୍ଦ, ବିରାମ ଚିହୁ ଓ ବାକ୍ୟଗଠନରେ ଇଂରେଜୀ ଭାଷାର ପ୍ରଭାବ । 2.
(a) ଉକୁଣି, ଆଇଁଷ, କାଖ, ଆପଣ, ଚାପୁଡ଼ା ଶବ୍ଦ ଗୁଡ଼ିକର ଧ୍ୱନିତାତ୍ତ୍ୱିକ ବିବର୍ତ୍ତନ କ୍ରମ । 2.
(b) ଜଟିଳ ବାକ୍ୟର ସରଳୀକରଣ ପ୍ରକ୍ରିୟା । 2.
(c) ନିମ୍ନଲିଖିତ ବିଷୟଗୁଡ଼ିକ ସଂପର୍କରେ ଆଲୋଚନା କର : 3. 50 3.
(a) ଉପଭାଷାତତ୍ତ୍ୱ ଓ ଓଡ଼ିଆ ଭାଷାର ଉପଭାଷା । 15 ଏ, ବ, ଝ, ଥ ଓ ଲ ର ଧ୍ୱନିତାତ୍ତ୍ୱିକ ବିବରଣୀ । 3.
(b) ଭାଷାଶୁଦ୍ଧି ପାଇଁ ସୟାଦପତ୍ର ଓ ଦୂରଦର୍ଶନର ଭୂମିକା । 3.
(c) ସମୟ ପ୍ରଶ୍ନର ଉତ୍ତର ଦିଅ : 4. 50 ଆଞ୍ଚଳିକ ଭେଦରେ ଶବ୍ଦର ଅର୍ଥ ସଂପ୍ରସାରଣ, ସଂକୋଚନ ଓ ପରିବର୍ତ୍ତନ । 4.
(a) ଓଡ଼ିଆ ଭାଷାରେ ପ୍ରଚଳିତ ସୟୋଧନ ପଦର ବୈଚିତ୍ର୍ୟ । 4.
(b) କାଳ ଦୃଷ୍ଟିରୁ କ୍ରିୟାର ରୂପ । 4.
(c) ଖଣ୍ଡ\cdotB\cdot SECTION 'B' ପ୍ରାୟ 150 ଶବ୍ଦରେ ସମୟ ବିଷୟରେ ଆଲୋଚ୍ନାତ୍ମକ ଟିସଣୀ ଲେଖ : 5. 10 × 5 = 50 ଆଧୁନିକ ଓଡ଼ିଆ ଗଦ୍ୟର ବିକାଶରେ ମିଶନାରୀମାନଙ୍କ ଭୂମିକା । 5.
(a) 5.
(b) ଜଣାଣ ଓ ଭଜନ । 10 5.
(c) ଓଡ଼ିଆ ଚଉପଦୀର ଲକ୍ଷଣ ଓ ପରମ୍ପରା । 10 5.
(d) ତୁଳନାତ୍ପକ ସମାଲୋଚନାର ମୌଳିକ ଧର୍ମ । 10 ସାରଳା ସାହିତ୍ୟର ରାଜନୈତିକ ପୃଷଭୂମି । 5.
(e) ନିମ୍ନଲିଖିତ ବିଷୟରେ ଆଲୋଚନା କର : 6. 50 ପ୍ରାଚୀନ ଓଡ଼ିଆ ମହାକାବ୍ୟ । 6.
(a) 6.
(b) ସବୁଜଗୋଷୀଙ୍କ ରଚନାର ପୃଷ୍ଠଜ୍ରମି । 15 ଓଡ଼ିଆ ଉପନ୍ୟାସର ସମକାଳୀନ ଧାରା । 6.
(c) ସମସ୍ତ ବିଷୟରେ ଆଲୋଚନା କର : 7: 50 ପଞ୍ଚସଖାକାଳୀନ ଓଡ଼ିଶାର ସାଂଷ୍କୃତିକ ପୃଷଭୂମି । 7.
(a) ° 7.
(b) ସମକାଳୀନ ଓଡ଼ିଆ ସମାଲୋଚନା । 15 ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟରେ ନାରୀ । 7.
(c) ପ୍ରତ୍ୟେକଟି ବିଷୟରେ ସମ୍ୟକ୍ ଆଲୋଚନା କର୍\, : 8. 5\,0 ସାମ୍ପ୍ରତିକ ଓଡ଼ିଆ ସାହିତ୍ୟରେ ଉତ୍ତର-ଆଧୁନିକତାର ସ୍ୱର । 8.
(a) ପ୍ରାଚୀନ ଓଡ଼ିଆ ଗୀତିର ରୂପଭେଦ । 8.
(b) 8.
(c) ଓଡ଼ିଆ ପଦାବଳୀର କଥାବସ୍ତୁ । m-esc-u-ory 2